Site icon Awaj Media

ତାରେଣି ଗଡା ଜମି କାହା ଅଧୀନରେ , ପୌର ପ୍ରଶାସନ ନା ତହସିଲ ???

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ତାରେଣି ଗଡା ଜମି କାହା ଅଧୀନରେ , ପୌର ପ୍ରଶାସନ ନା ତହସିଲଦାର l ପାରାଦୀପ ତାରେଣି ଗଡା ଜମି ଓ ଜାଗା ତହସିଲ ଅଧିନରେ ଥିବା ବେଳେ ଆଜି ସେହି ଜାଗାକୁ ଉଚ୍ଛେଦ କରିବାକୁ ପାରାଦୀପ ପୌର ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମ କରାଯାଉଛି ! ଘଟଣା ସ୍ଥଳରେ ଦେଖିବାକୁ ମିଳିଛି ଉତେଜନା l ଏଭଳିକି ଜମି ଦଖଲକାରି ପାଖରେ ଜାଗାର କାଗଜ ପତ୍ର ଥିବା ବେଳେ ବିନା ନୋଟିଶରେ ପାରାଦୀପ ପୌର ପ୍ରଶାସନ ଜାଗା ଉଚ୍ଛେଦ କରିବା ପାଇଁ ଅଣ୍ଟା ଭିଡୁଛି l ପ୍ରକୁତରେ ତାରେଣି ଗଡା ଜାଗା କାହା ଅଧୀନରେ, ତହସିଲ ଅଧିନରେ ନା ପୌର ପ୍ରଶାସନ ଅଧୀନରେ l ଦେଖିବାକୁ ଗଲେ ତାରେଣି ଗଡାର ପ୍ରାୟ ଜାଗା ସାଧାରଣ ଜନତା ମାଡି ବସିଥିବା ବେଳେ ଏବେ ଭାଙ୍ଗୁଛି ପ୍ରଶାସନର ନିଦ l ଏଭଳିକି ଯେଉ ଜାଗା ଉଚ୍ଛେଦ ପାଇଁ ଆସିଥିବା ପୌର ପ୍ରଶାସନ ଜାଗା ମାଲିକକୁ ପୁର୍ବରୁ କୌଣସି ଚିଠି ଦିଆ ନ ଥିବାବେଳେ ଉଚ୍ଛେଦ ସମୟରେ ଘଟିଛି ଉତଜେନା l ଦେଖିବାକୁ ରହିଲା , ପ୍ରକୁତରେ କାହା ଅଧୀନରେ ଯାଇଛି ତାରେଣି ଜମି ଓ ଜାଗା l

Exit mobile version