Site icon Awaj Media

ବିଶ୍ଵ କ୍ୟାନ୍ସର ଦିବସ ପାଳନ ଅବସରରେ ସୁସ୍ଥ ସମାଜ ଗଠନର ବାର୍ତା ପ୍ରଚାର କରି ଚର୍ଚ୍ଚାରେ ବରିଷ୍ଠ ସାମ୍ବାଦିକ !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ଫେବୃଆରୀ ଚାରି ତାରିଖ ବିଶ୍ଵ କ୍ୟାନ୍ସର ଦିବସ ପାଳନ ଅବସରରେ ବରିଷ୍ଠ ଖ୍ୟାତି ସଂପନ୍ନ ସମାଜସେବୀ ତଥା ସାମ୍ୱାଦିକ ଶ୍ରୀଯୁକ୍ତ ସୁକାନ୍ତ କୁମାର ବେହେରା ମହୋଦୟ ଜନ ସଚେତନତା ବାର୍ତ୍ତା ପ୍ରଚାର କରି କର୍କଟ ରୋଗ ନିରାକରଣ ନେଇ ସାଧାରଣରେ ଆହ୍ଵାନ ଦେଇଛନ୍ତି ।

Exit mobile version