Site icon Awaj Media

କାମରେ ଲାଗୁନି ପାନୀୟ ଜଳ ପ୍ରକଳ୍ପ : କାହାର ସ୍ୱାର୍ଥରେ କାମ କରାଯାଇଥିଲା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହର ର ୱାର୍ଡ ଚାରିରେ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଟି ଲୋକଙ୍କ ଙ୍କ କାମରେ ଲାଗୁ ନଥିବା ଦେଖିବାକୁ ମିଳିଛି । ଯେଁଉ ଲକ୍ଷ ନେଇ ପାରଳା ପୌର ପରିଷଦ ପକ୍ଷ ରୁ କରାଯାଇଥିଲା ତାହା ଜନ ସାଧାରଣ ଙ୍କ କାମରେ ଲାଗୁନାହିଁ ! କାହା ସ୍ବାର୍ଥ ରେ ଏତେ ଟଙ୍କ। ଖର୍ଚ୍ଚ କାରାଗଲା ! ସେଠାରେ ସୂଚନା ଫଳକ ମଧ୍ୟ ନାହିଁ । ଛ।ତ ଘର ଗୋଟେ କରାଯାଇଛି , ତାହା ଚାବି ପଡ଼ିଛି ! ଉପରେ ଟାଙ୍କି ନଥିବା ଦେଖିବାକୁ ମିଳିଛି , ସହରରେ ପାନୀୟ ଜଳ ସକାଶେ ବିଭିନ୍ନ ପ୍ରକଳ୍ପ କରାଯାଇଛି , କିନ୍ତୁ ସେଗୁଡିକ କାମରେ ଲାଗୁ ନାହିଁ ! ଏହାର ସଠିକ୍ ତଦାରକ କରି ଲୋକଙ୍କ କାମରେ ଲାଗିଲେ ସହରବାସୀ ଉପକୃତ ହୋଇପାରିବେ।

Exit mobile version