Site icon Awaj Media

ସୁଧୁରିବାର ନାଁ ନେଉନି ପାରଳା ସହରର ଟ୍ରାଫିକ ସମସ୍ୟା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଟ୍ରାଫିକ ସମସ୍ୟା ନେଇ ସହରରେ କିଛି ଦିନ ହେଲା ଉଠା ପରିବା ବିକାଳୀ ଙ୍କୁ ଉଠାଉଛନ୍ତି ,କିନ୍ତୁ କିଛି ସମୟ ପରେ ପୁଣି ପସରା ପକଉଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ପୌର ପାରିଷଦ ଅଫିସ ଠାରୁ କରଣ ସାହି ଛକ ପର୍ଯ୍ୟନ୍ତ ରାସ୍ତା କଡ ରେ ପରିବ। ବିକ୍ରି କରୁଥିବା ବେପାରୀ କୁ ପୋଲିସ ରାସ୍ତା କଡ଼ରେ ପରିବା ବିକ୍ରି ନ କରିବା ସକାଶେ ଉଠାଉ ଛନ୍ତି ସକାଳ ହେଲେ ଟ୍ରାଫିକ ସମସ୍ୟା କୁ ନେଇ କିନ୍ତୁ ବିକ୍ରି କରୁଥିବା ବେପାରୀ ଏବେ ହନ୍ତ ସନ୍ତ ସେମାନଙ୍କୁ ବିକ୍ରି କରିବ। ସକାଶେ ବଜାର ରେ ଥଇ ଥାନ କରି ଥିଲେ ସେମାନେ ବିକ୍ରି କରି ପାରି ଥାନ୍ତି ସେମାନଙ୍କର ସମସ୍ୟା ପ୍ରତି ପୌର ପାରିଷଦ ଗୁରୁତ୍ୱ ଦେଲେ ସେମାନେ ଉପ କୃତ ହୋଇପାରିଥାନ୍ତି। ସେମାନେ ଏବେ ବେ ସହାର। ହୋଇ କିଛି ଲୋକ ସାହି ସାହି ଧରି ବୁଲି ବିକୁଛନ୍ତି। କିଛି ଲୋକ କରଣ ସାହି ଯିବା ରାସ୍ତାରେ ପରିବା ବିକ୍ରି କରୁଛନ୍ତି। ପୌର ପରିଷଦ ଜବର ଦଖଲ ଉଚ୍ଛେଦ ନରେ ପାଣି ଭଳି ଅର୍ଥ ଖର୍ଚ୍ଚ ହେଲା କିନ୍ତୁ ଫଳ ଶୂନ । ପରିବା ବିକ୍ରି କରୁଥିବା ଲୋକଙ୍କୁ ଉଠାଇବା ସକାଶେ ବ।ଡ଼ କରଗଲ। କିନ୍ତୁ ତା ଆଗରେ ବସି ବିକ୍ରି କରିଲେ ପରିବ। ବେପାରୀ ବିକ୍ରି କରିଲେ । ତା ଆଗରେ ସନ୍ଧ୍ୟ। ହେଲେ ଉଠା ଦୋକାନୀ କବଜ। ରେ ରହୁଛି ଜା ଫଳ ରେ ଟ୍ରାଫିକ ସମସ୍ୟା ସ ନ୍ଧ୍ୟ। ହେଲେ ଉପୁଜିଛି କିନ୍ତୁ କାହା ସ୍ୱାର୍ଥରେ ଏହି ଭଳି ପଦକ୍ଷେପ ନୀଆଗଲ। ପୌର ପରିଷଦ ର ଅର୍ଥ ଉଛେ ଦ ନରେ ଖର୍ଚ୍ଚ କର। ଗଲା ସମସ୍ତ ଙ୍କୁ ଚକିତ କରିଛି। ସାକାକ ହେଲେ ବଜର ସମ୍ମୁଖ ରେ ଏତେ ଟ୍ରାଫିକ ସମସ୍ୟା ହଉଛି ଜନସାଧାରଣ ଯାତାୟାତ ରେ କଷ୍ଟ ହଉଛି। ଏତେ ଯାନବାହାନ ଯେ ରାସ୍ତାରେ ଚାଲିବା କଷ୍ଟକର ହଉଛି ପନିପରିବା କିଣିବା ବୀକିବ। ବେପାରୀ ସକାଶେ ରାସ୍ତା ଯାମ ହଉଛି ସେମାନଙ୍କୁ କଣ୍ଟ୍ରୋଲ କରିବ କଷ୍ଟ ସାଧ୍ୟ ସକାଳୁ ଯିଏ ଦେଖୁଛି ବଜାର ନ । ହ।ଟ ରାସ୍ତା ଉପରେ ଦୁଇ ଚକିଆ ଯାନ ରଖି କୁଆଡେ ଉଭାନ ହୋଇ ଯାଆନ୍ତି । ତା ପରେ ଟ୍ରାଫିକ ଜ।ମ ହୋଇ ଯାଏ ସକାଳୁ ଏମାନଙ୍କୁ କଣ୍ଟ୍ରୋଲ କରିବାକୁ କେହି ନଥାନ୍ତି ।

Exit mobile version