Site icon Awaj Media

ସଚେତନତା ରେ ଲକ୍ଷାଧିକ ଖର୍ଚ୍ଚ : ଲୋକେ ହେଉନାହାନ୍ତି ସଚେତନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳା ପୌର ପରିଷଦ ପକ୍ଷ ରୁ ସଚେତନତା ସକାଶେ ସହର ର ବିଭିନ୍ନ କାନ୍ଥରେ ସଚେତନତା କରାଯାଉଛି । ସରକାର ଙ୍କ ବିଭିନ୍ନ ଯୋଜନା ଉପରେ ସଚେତନତା କରାଯାଉଛି , ସ୍ୱଚ୍ଛତା ଉପରେ ସଚେତନତା କରାଯାଉଥିଲେବି ସହର କୁ ଦେଖିଲେ ସ୍ୱଚ୍ଛତା କେତେ ତାହା ଜଣା ପଡୁଛି ! ସ୍ୱଚ୍ଛତା କେବଳ କାନ୍ଥ ରେ ହିଁ ସୀମିତ ରହି ଯାଇଛି । କୋରାନା ସମୟରେ ଜୀବନ ଜୀବିକା ସକାଶେ ଲକ୍ଷାଧିକ ଟଙ୍କ। ଖର୍ଚ୍ଚ କରାଗଲା ! ମୁକ୍ତ ଯୋଜନରେ ଏବେ ଅନ୍ୟ ଗୋଟେ ସ୍କିମ୍ ରେ ଅର୍ଥ ପାଣି ଭଳି ଖର୍ଚ୍ଚ କରାଯାଉଛି । ହେଲେ ତାହା କିଛି ଦିନ ପରେ ଲିଭିଯିବ ବୋଲି ଚର୍ଚ୍ଚା ହେଉଛି ।

Exit mobile version