Site icon Awaj Media

ଚାଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପାରମ୍ପରିକ ପାଲା ଅନୁଷ୍ଠାନରେ ୧୩ ବର୍ଷ ର ପାଲା ପରିବେଷଣ !!!

Spread the love

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଚାଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପାରମ୍ପରିକ ପାଲା ଅନୁଷ୍ଠାନରେ ୧୩ ବର୍ଷ ର ପାଲା ପରିବେଷଣ ! କଟକ ଜିଲ୍ଲା ସାଲେପୁର ବ୍ଲକ୍ ର କିସିନାପୁରପୁର ଚାଟେଶ୍ୱର ଅନୁଷ୍ଠାନ ର ଚାଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପାରମ୍ପରିକ ପାଲା ଅନୁଷ୍ଠାନରେ ୧୩ ବର୍ଷ ର ପାଲା ଅନୁଷ୍ଠାନର ପ୍ରଥମ ଥାକ ଅଜୟ କୁମାର ଦୀକ୍ଷିତ ପାଲା ପରିବେଷଣ କରିଥିଲେ । ଦିତୀୟ ରେ ଅଭିରାମ ଶତପଥୀ ପାଲା ପରିବେଷଣ କରିଥିଲେ । ଆଜିକା ସମୟରେ ପାଲା ପାଇଁ ଲୋକ ମାନଙ୍କ ଭିତରେ ଆଗ୍ରହ ବଞ୍ଚି ରହିଛି । ନିଖିଳ ଉତ୍କଳ ପାଲା ସଂଗଠନର ବିରଞ୍ଚି ବାବୁ, ସଭାପତି ଏବଂ କୋଷାଧ୍ୟକ୍ଷ ଉପସ୍ଥିତ ଥିଲେ !

Exit mobile version