Site icon Awaj Media

ଦୁଲୁକୁଛି ଶ୍ରୀ ଶ୍ରୀ ଚାଟେଶ୍ୱର ମହାଦେବ ବାଦୀପଲା ମଞ୍ଚ !!!

Spread the love

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସାଲେପୁର ବ୍ଲକ ସଉରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କିଶିନାପୁର ଗ୍ରାମରେ ଥିବା ପ୍ରଭୁ ଶ୍ରୀ ଚାଟେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଦୁଲୁକୁଛି ବାଦୀପଲା ମଞ୍ଚ ! ଶ୍ରୀ ଶ୍ରୀ ଚାଟେଶ୍ୱର ମହାଦେବ ବାଦୀପଲା ମଞ୍ଚରେ ଅନୁଷ୍ଠିତ ହେଉଥିବା ତ୍ରୟୋଦଶ ବାଦୀପାଲା ମହୋତ୍ସବ ରେ ସାଲେପୁର ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା ମହୋଦୟ ଯୋଗଦେଇ ପ୍ରଭୂକୃପା ଲାଭ କରିଛନ୍ତି !

Exit mobile version