Site icon Awaj Media

କସ୍ତୁରୀବା ଗାନ୍ଧୀ ବିଦ୍ୟାଳୟ ର ମ୍ୟାଟ୍ରିକ ଟପ୍ପର ଙ୍କୁ ସମ୍ମାନିତ କଲେ ଡିଇଓ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କସ୍ତୁରୀବା ଗାନ୍ଧୀ ବିଦ୍ୟାଳୟ ର ମ୍ୟାଟ୍ରିକ ଟପ୍ପର ଙ୍କୁ ସମ୍ମାନିତ କଲେ ଡିଇଓ l ଜିଲ୍ଲା ଡିପିସି ଅଫିସ ଠାରେ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଇ କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ରେ 70%ରୁ ଅଧିକ ବୋର୍ଡ ପରୀକ୍ଷା ରେ ଉତ୍ତୀନ୍ନ ହୋଇଥିବା ଛାତ୍ରୀ ଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିବା ବେଳେ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ l ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ସମେତ ଜ୍ଞାନ ଦୀପ କାଯ୍ୟକ୍ରମ କୁ ଜିଲ୍ଲା ଶିକ୍ଷାଧିକାରୀ ଉଚ୍ଚ ପ୍ରଶଂସା କରିଥିଲେ l ଆଜିର ଏହି ଉତ୍ସବ ରେ ଶିକ୍ଷା ବିଭାଗ ର ପ୍ରୋଗ୍ରାମ ଅଫିସ ର ଚନ୍ଦ୍ରକଳା ବଗର୍ତି , ଶୁଭେନ୍ଦୁ ବାରିକଙ୍କ ସମେତ ବିଭାଗ ର ବରିଷ୍ଠ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ l

Exit mobile version