Site icon Awaj Media

ଉଦ୍ଧାର ହେଲେ ନିରୁଦ୍ଧିଷ୍ଟ ଯୁବକ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲା ଚମ୍ପତି ଗ୍ରାମରୁ ନିରୁଦ୍ଧିଷ୍ଟ ଯୁବକ କଟକ ଜିଲ୍ଲା ଚୌଦ୍ୱାର ରୁ ଉଦ୍ଧାର ହୋଇଛନ୍ତି ! ଯୁବକଙ୍କ ନାମ ସୌମ୍ୟ ରଞ୍ଜନ ଦେବତା ଏବଂ ଡାକ ନାମ ସୋନୁ ବୋଲି ସୂଚନା ମିଳିଛି ! ତାଙ୍କର ବୟସ – 20 ହୋଇଥିବା ସମୟରେ ଘର ଜଗତପୁର ଥାନା ପଦ୍ମପୁର ର ଚମ୍ପତି ଅଟେ ! ଯୁବକଙ୍କ ନିରୁଦ୍ଧିଷ୍ଟ ନେଇ ଡିଜିଟାଲ ମିଡ଼ିଆ ରେ ଖବର ପ୍ରସାରଣ ପରେ ତାଙ୍କ ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ମିଳିଥିଲା !

Exit mobile version