Site icon Awaj Media

ଦିନକୁ ଦିନ ବୃଦ୍ଧି ପାଉଛି ତାପମାତ୍ରା : ଯାତ୍ରୀ ଙ୍କ ସକାଶେ ନାହିଁ ବିଶ୍ରାମଗାର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି । ସହରକୁ ପୁର ପଲ୍ଲୀ ରୁ ଲୋକେ ଆସନ୍ତି ନିଜର କାମ ସକାଶେ । ସହରରେ ଥିବା ହାଇସ୍କୁଲ ଛକ ଠାରେ ନାହିଁ ବିଶ୍ରାମଗାର ! ଦିନ ଥିଲା ଏଠାରେ ବିଶ୍ରାମଗାର ଥିଲା , ବିଶ୍ରାମଗାର ଠାରେ ରହି ଲୋକେ ଏବଂ ଛ।ତ୍ର ଛାତ୍ରୀ ନିଜ ଗ୍ରାମକୁ ଯାଉଥିଲେ । ବସରେ ବସି କିମ୍ବା ଅଟୋ ରେ ବସି । ବର୍ତ୍ତମାନ ସେଠାରେ ଆଉ ବିଶ୍ରାମଗାର ନାହିଁ । ଭାଙ୍ଗି ଯାଇଛି । ଯାହା ଫଳ ରେ ଯାତ୍ରୀ , ଛ।ତ୍ର ଛାତ୍ରୀ , ଜନସାଧାରଣ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ପୌର ପରିଷଦ ଏଥି ପ୍ରତି ଦୃଷ୍ଟି ଦେଲେ ଜନସାଧାରଣ ଉପକୃତ ହେବେ ।

Exit mobile version