Site icon Awaj Media

ଶ୍ରୀ ମକାତୋଟା ମୂର୍ତ୍ତ୍ୟ।ଲ୍ୟୁ ମାଆଙ୍କ ଠାକୁରାଣୀ ଯାତ୍ରା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ତେଲୁଗୁ ଶୁଣ୍ଡି ସାହିରେ ଥିବା ଶ୍ରୀ ମକାତୋଟା ମୂର୍ତ୍ତ୍ୟାଲ୍ୟୁ ମାଆ ଙ୍କ ଠାକୁରାଣୀ ଯାତ୍ରା ଅନୁଷ୍ଠିତ । ଏହି ଯାତ୍ରା ପ୍ରାୟ ୧୨୫ ବର୍ଷ ହେଲା ଅନୁଷ୍ଠିତ ହେଉଅଛି । ଦୁଇ ବର୍ଷକୁ ଥରେ ଏହି ଠାକୁରାଣୀଙ୍କ ଯାତ୍ରା ହୁଏ । 17 ତାରିଖ ଠାରୁ ଆରମ୍ଭ ହୋଇ 19 ତାରିଖ ରେ ଉଦଯାପିତ ହେବ । ପ୍ରତିଦିନ ବିଭିନ୍ନ ବାଦ୍ୟ ବାଜଣା ବଜାଇ ମାଆ ଙ୍କର ଘଟ ସହର ପରିକ୍ରମା କରାଯାଉଛି । ଏହି କାର୍ଯ୍ୟକ୍ରମ ପୁଜା କମିଟି ଓ ସାହି ବାସିନ୍ଦା ଙ୍କ ମିଳିତ ସହଯୋଗରେ ଆୟୋଜିତ ହେଉଅଛି ।

Exit mobile version