Site icon Awaj Media

ପିପିଲି ଅଞ୍ଚଳ ରେ ମହିଳା ଙ୍କୁ ନିର୍ଯ୍ୟାତନା !!!

Spread the love

ପିପିଲି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପିପିଲି ଅଞ୍ଚଳ ରେ 2024 ମସିହାରେ ଜଣେ ମହିଳା ରଞ୍ଜୁକ୍ତା ସେଠୀ ନାମି ମହିଳା ଙ୍କୁ ଏବଂ ତାଙ୍କ ଝିଅ ର ବୟସ 12ବର୍ଷ ଓ 4ବର୍ଷ ର ପୁଅ କୁ ପଡିଶା ଘରର କିଛି ବ୍ୟକ୍ତି ମାନେ ମରଣାଆତ୍ମକ ଆକ୍ରମଣ କରି ଥିଲେଏହାର କାରଣ ସଂଯୁକ୍ତା ସେଠୀ ନାମି ମହିଳା ଅତି ଦେଖିବାକୁ ସୁନ୍ଦର ହୋଇ ଥିବାରୁ ତାଙ୍କୁ ତାଙ୍କ ପାଖ ପଡିସା ଘର ର କିଛି ଯବାନ ଏବଂ ମଧ୍ୟ ବୟସର ବ୍ୟକ୍ତି ମାନେ ବିଭିନ୍ନ ଭାଷା ଓ ଇଙ୍ଗିତ ରେ କହି ନିଜ ର ଭୋକ ମେଣ୍ଟାଇବା ଶାରୀରିକ ସମ୍ପର୍କ ରଖି ବାକୁ ବାଧ୍ୟ୍ୟ କରାଇ ଥାନ୍ତି କାରଣ ତାଙ୍କର ସ୍ୱାମୀ ବ୍ୟାଙ୍କ ର ଜଣେ ମ୍ୟାନେଜର ପୋଷ୍ଟରେ କାର୍ଯ୍ୟ ରତ ଅଧିକାରୀ ହୋଇ ଥିବାରୁ ସେ ଅନ୍ୟ ଏକ ଜିଲ୍ଲା ଭଦ୍ରକ ରେ ରୁହନ୍ତି ତେଣୁକରି କୌଣସି ସାହସୀକ ପୁରୁଷ ତାଙ୍କ ପାଖରେ ନରହୁ ଥିବାରୁ ଏହାର ସୁଯୋଗ ନେଇ ବାର ମ୍ବାର ଖରାପ ବେବ ହାର କରନ୍ତି ଏବଂ ସେମାନଙ୍କ ସାଙ୍ଗରେ ଶାରୀରିକ ସମ୍ପର୍କ ନରଖିଲେ ଜୀବନରୁ ମାରି ଦେବା ପାଇଁ ମଧ୍ୟ ଧମକ ଦେଇ ଥାନ୍ତି l ସେଇ ସମ୍ବଧରେ ଲିଖିତ ଅଭିଯୋଗ ମଧ୍ୟ ପିପିଲି ଥାନାରେ ଆଈ ଆଈ ସି ଙ୍କୁ ଜଣାଇ ଥିଲେ କିନ୍ତୁ ଲିଖିତ ଅଭିଯୋଗ କୁ ଆଧାର କରି ଯେଉଁ ଦଫା ଲାଗିବା କଥା ତାହା ମଧ୍ୟ ଲାଗି ନଥିଲା l ଯେଉଁ ମାନଙ୍କ ର ନାମରେ ଅଭି ଯୋଗ ଲିଖିତ ହୋଇ ଥିଲା ସେମାଙ୍କୁ ମଧ୍ୟ କୋହଳ ଦଫା ପକାଇ ଥାନାରେ 41ଦଫାରେ ଥାନାରେ ବେଲ ଦିଆ ଯାଇ ଥିଲା ଆଉ ମଧ୍ୟ ( 5) ପଞ୍ଚ ରୁ (6) ଛଜଣ ଙ୍କ ନାମ କେଶ ର ଚାର ସିଟ ରୁ ନାମ କଟା ଯାଇ ଥିଲା l ଏହା କାରଣ ଦୁଇ ଜଣ ପୋଲିସ ବାବୁ ଜଣେ ମହିଳା ସେକେଣ୍ଡ ଅଫିସର ଏବଂ ଥାନାର ମାଲିକ ଆଈ ଆଈ ସି ବାବୁ ବିପୁଳ ଅର୍ଥ ନେଇ ଥିଲେ ତାହା ଷାଠିଏ ହଜାର ରୁ 60’000 ରୁ 70”000 ସତୁରି ହଜାର ପର୍ଯ୍ୟନ୍ତ ଘୁଷ ନେଇ କେଶ କୁ କମ ଜର କରି ଥିଲେ l ଆଉ ମଧ୍ୟ 2026 ରେ ପୁଣି ସେହିପରି ପୁନରା ବୃତ୍ତି ହୋଇ ଥିଲା ମରଣାତ୍ମକ ଆକ୍ରମଣ କିନ୍ତୁ ସେମାନଙ୍କୁ ଧରିବା ବଦଳରେ ତାଙ୍କୁ ଠାରୁ ବିପୁଳ ଅର୍ଥ ନେଇ ସେମାଙ୍କୁ ସାହସ ଦେଇ କୁହନ୍ତି ଯେ ତମେ ବିନ ଦାଶରେ ବୁଲ ମୁଁ ଅଛି l ତମର କିଛି ହେବ ନାହିଁ l ମୁଁ ଯେତେ ଦିନ ପାର୍ଯ୍ୟନ୍ର ପିପିଲି ଥାନାରେ ଅଛି ତମର ବାଳ ବଙ୍କା କିନ୍ତୁ ମୁଁ ଥିବା ଯାଏ ତୁମର ବାଳ ସିଧା କେହି କରି ପାରିବେ ନାହିଁ l ଏପରି ଆକ୍ରୋଶ ମନ ଭାବରେ ବର୍ବରତା ବିଭିନ୍ନ ଥାନା ରେ କିଛି ଥାନା ବାବୁ ଙ୍କର ମନ ଭାବକୁ ନେଇ କେତେ ସୁର କ୍ଷିତ ଜନ ସମାଜ ଏବଂ ଆଜ୍ଞା ଲୋକ ଙ୍କୁ ସୁରକ୍ଷିତ ଓ ନ୍ୟାୟ ଦେବା ବଦଳରେ ଦୃବୁତ କ୍ରାଇମର ମାନଙ୍କୁ ଏପରି ସାହସ ଦେଇ ଆସୁ ଛନ୍ତି ବାଡ ଯଦି କ୍ଷତ ଖାଏ ପୀଡିତ ଜନସମାଜ ଯିବେ କୁଆଡେ ଏହା ପିପିଲି ଅଞ୍ଚଳ ର ସାଧାରଣ ଯନତା ଙ୍କ ମନରେ ଭୟର ବାତା ବରଣ ଖେଳି ଯାଇଛି ଏବଂ ଚର୍ଚ୍ଚା ର ବିଷୟ ପାଲଟିଛି l କେବେ ସରଳ ଲୋକ ସୁରକ୍ଷିତ ରହିବେ ତାହା ସମୟ କହିବ l

Exit mobile version