Site icon Awaj Media

ସଂଘ ଶିକ୍ଷା ବର୍ଗର ସମାରୋପ ଦିବସ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସଂଘ ଶିକ୍ଷା ବର୍ଗ ଓଡିଶା ପୂର୍ବ ର ସମାରୋପ ଦିବସ କଟକ ଗତିରାଉତ ପାଟଣା , କେଶଵଧାମ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି ! ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ର ପୂର୍ବତନ ଉପ ମହା ନିର୍ଦ୍ଦେଶକ ଡକ୍ଟର ମିହିର ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ସମୟରେ , ପୂର୍ବ କ୍ଷେତ୍ର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କ୍ଷେତ୍ର କାର୍ଯ୍ୟବାହ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ନିଜର ବୌଦ୍ଧିକ ପ୍ରଦାନ କରିଥିଲେ !

Exit mobile version