Site icon Awaj Media

ଶlବର ଶ୍ରୀକ୍ଷେତ୍ର ରେ ପୁରୁଷୋତ୍ତମ ପୂଜା ଅନୁଷ୍ଠିତ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶlବର ଶ୍ରୀକ୍ଷେତ୍ର ରେ ପୁରୁଷୋତ୍ତମ ପୂଜା ଅନୁଷ୍ଠିତ l ଚଳିତ ବର୍ଷ ଜ୍ୟେଷ୍ଠ ମାସ ଯୋଡ଼ା ପଡୁଥିବାରୁ ଏହାକୁ ମଳ ମାସ ବି କୁହାଯାଏ l ଆଉ ଏହି ମାସରେ ଲକ୍ଷ୍ମୀ ନାରାୟଣ ଙ୍କୁ ପୂଜା କରାଯିବାର କିମ୍ବଦନ୍ତି କୁହେ l ସେ ଅନୁସାରେ କିଛି ମହିଳା କାର୍ତିକ ବ୍ରତ ଭଳି ଏହି ପୁରୁଷୋତ୍ତମ ବ୍ରତ ଶlବର ଶ୍ରୀକ୍ଷେତ୍ର କୋରାପୁଟ ଠାରେ ନୃସିଂହ ଙ୍କ ମୂର୍ତ୍ତି ଠାରେ ପୂଜା କରୁଥିବାର ଦେଖାଯାଉଛି ! ସକାଳୁ ସକାଳୁ ବ୍ରତ ଧାରୀ ମାନେ ଏକତ୍ରିତ ହୋଇ ଧୂପ ଦୀପ ନୈବେଦ୍ୟ ଓ ଆଳତି ସହ ପୂଜା କରିବା ସହ ପୁରାଣ ପଢ଼ୁଥିବାର ଦେଖା ଯାଇଥିଲା ! ସବୁଠୁ ବଡ଼ କଥା ହେଲା କାର୍ତିକ ପରି ଏହି ବ୍ରତା ଧାରୀକାରି ମାନେ ଗୋଟେ ଓଳା ବିନା ପରିବା ରେ ଖାଦ୍ୟ ଖାଇଥାନ୍ତି l ଏମିତି ଏକ ମାସ ଧରି ପୂଜା କରୁଥାନ୍ତି l ଆଉ ଜଗତ ର କଲ୍ୟାଣ ପାଇଁ ପ୍ରାର୍ଥନା କରିଥାନ୍ତି l

Exit mobile version