Site icon Awaj Media

ଓଡ଼ିଶା ଚାଷୀ ଆନ୍ଧ୍ର ବିହନ ପ୍ରତି ଆକୃଷ୍ଟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବର୍ତ୍ତମାନ ଚାଷୀ ଖରିଫ ଋତୁ ଧାନ ଚାଷ ସକାଶେ ସଜ ବାଜ ହେଲାଣି ! ଚାଷୀ ଜମି କୁ ତଶି ସମତଳ କରିଲାଣି ଓ ଉପଯୁକ୍ତ ବିହନ ସକାଶେ ଖୋଜ ଖୋଜି କଲାଣି ! ସରକାରୀ ବିହନ କୃଷି ବିଭାଗ ପକ୍ଷ ରୁ ରିହାତି ଦରେରେ ଚାଷୀ ଙ୍କୁ ଯୋଗାଇ ଦିଆଯାଉଛି ବର୍ତ୍ତମାନ୍ ବିଭିନ୍ନ ସୋ ସ।ଇଟୀ, ଡିଲର , ଦୋକାନୀ ସରକାରୀ ବିହନ ବିକ୍ରୀ ବଟ। ଆରମ୍ଭ ହେଲାଣି। ପଞ୍ଜୀକୃତ ଚାଷୀ ସରକାରୀ ବିହନ ରିହାତି ଦରରେ ପାଇବେ ବୋଲି ବିଭା ଗ ପକ୍ଷ ରୁ ଚାଷୀ ଙ୍କୁ ଅବ ଗତ କରାଯାଇଛି। କିନ୍ତୁ ବିଭିନ୍ନ କିଶୀମର ଧାନ ସରକାରଙ୍କ ପକ୍ଷ ରୁ ଯୋଗ ଇ ଦିଆଯାଉଛି ବୋଲି ସେଚତାନ କରାଯାଉ ନାହିଁ। ଓଡ଼ିଶା ସରକାର ଙ୍କ ଧାନ ପ୍ରାମାଣିକ ଧାନ ଓ ଉତ୍କଷ୍ଟ ବୋଲି ସଚେତନ। କରାଯାଉ ନାହିଁ।। ରିହାତି ଟଙ୍କ। ଚାଷୀ ର ବଙ୍କ ଆକାଉଣ୍ଟ ରେ ପଡୁନି ବୋଲି ଚାଷୀ ଅଭିଯୋଗ କରୁ ଛନ୍ତି। ବିଭାଗ କହିବା କଥା ହେଲା ଠିକ୍ ବ୍ୟାଙ୍କ ଆକାଉଣ୍ଟ ସଚଳ ଥିବ ଆକାଉଣ୍ଟ ଦେଲେ ନିଶ୍ଷୟ ପଡ଼ିବ ବୋଲି ଦାବି କରୁଛନ୍ତି। କିନ୍ତୁ କିଛି ଚାଷୀ ରିହାତି ଟଙ୍କ। ପାଉ ନି ବୋଲି ଅଭିଯୋଗ ହଉଛି। ଏହି ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହିଛି। ଏହା କାହାକୁ ଅଛପା ନାହିଁ। ସେପଟେ ଓଡ଼ିଶା ଚାଷୀ ଆନ୍ଧ୍ର ବିହନ ଉପରେ ଆଗ୍ରହୀ କାରଣ ସଫା କେଳି ବାଳୁଙ୍ଗା ନ ଥାଏ ବୋଲି ଭରସା ଯୋ ଗ୍ୟ ବୋଲି କହିଥାନ୍ତି। ଚାଷୀ ଚ ଡ। ଦରରେ କ୍ରୟ କରିଥାନ୍ତି। ପାରଳା ରେ କିଛି ଦୋକାନୀ ଆନ୍ଧ୍ର ବିହନ ଆଣି ବିକ୍ରି କରୁଛନ୍ତି କିନ୍ତୁ ବିଲ ଦଉନ। ହନ୍ତି । ଆନ୍ଧ୍ର ଧାନ ଭଲ ବିଲ କଣ ଦେବୁ ବୋଲି କୁହନ୍ତି। ୨୫ କେଜି ତେର ଶହ ନଉଛନ୍ତି ହଜାର ଏକ ସୋଠୀ ଧାନ ବିହନ ପ୍ରକାର କମ୍ପାନୀ ର ଧାନ ବିକ୍ରି କରୁଛନ୍ତି। ସେହି ଭଳି ଆନ୍ଧ୍ର ର ପୁରୁଣା ପାଟଣା ଓ ମିଲିଆ ପୁଟରୁ ଆଣି ଥାଆନ୍ତି। ଚାଡ଼। ଦରରେ ଆଣି ଥାଆନ୍ତି। କିଛି ଚାଷୀ କହିବା କଥା ହେଲା ଏହା ଉପନ୍ତ ଅଞ୍ଚଳ ହୋଇ ଥିବାରୁ ଏହି ଭଳି ଅବସ୍ଥା। ଚାଷୀ ଆଗେ ଧାନ ଅମଳ ସମୟ ରେ ଧାନ ସଫା କରି ଧାନ ଚାଷ ସକାଶେ ରଖୁଥିଲା ବର୍ତ୍ତମାନ୍ ଧାନ ଉତ୍ପାଦନ ସମୟ ରେ ବିହନ ରଖୁ ନଥିବାରୁ ଏହି ଭଳି ଅବସ୍ଥା ହୋଇଛି ବୋଲି ଚାଷୀ ପ୍ରକାଶ କରିଛନ୍ତି। ସରକାର ବ୍ୟାପକ ସଚେତନତା କରିବାର ଆବଶ୍ୟକ ତ। ରହିଚିବୋଲି ଚାଷୀ କୁ ଳ ପ୍ରକାଶ କରିଛନ୍ତି।

Exit mobile version