Site icon Awaj Media

ପାରାଦ୍ଵୀପ ଚୂନ କତକୁଲା ଡ୍ରାମାଟିକ କ୍ଲବ୍ ପକ୍ଷରୁ ମୁକ୍ତ ମଞ୍ଚ ନାଟକ ପରିବେଷଣ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦ୍ଵୀପ ଚୂନ ଠାରେ କାହିଁ କେଉଁ କାଳରୁ ଗ୍ରାମ ର ଗ୍ରାମବାସୀ ମାନେ ନିଜ କଳା ସଂସ୍କୃତି କୁ ବଜାୟ ରଖିବା ପାଇଁ ପ୍ରତି ବର୍ଷ ଆୟୋଜନ କରୁଛନ୍ତି ମୁକ୍ତ ମଞ୍ଚ ନାଟକ ! ସବୁ ବର୍ଷ ପରି ଏବର୍ଷ ମଧ୍ୟ ଚୂନ କତକୁଲା ଡ୍ରାମାଟିକ କ୍ଳବ୍ ପକ୍ଷରୁ ଗ୍ରାମ ରେ ନାଟକ ପରିବେଷଣ କରାଯାଇଥିଲା ! ଏଥିରେ ବିଭିନ୍ନ ଅତିଥି ମାନେ ଯୋଗ ଦେଇ ଏହିଭଳି କାର୍ଯ୍ୟ କୁ ପ୍ରଶଂସା କରିବା ସହିତ ଏହି ପରି କାର୍ଯ୍ୟ ଆଗକୁ ଆହୁରି କିପରି ଅଧିକରୁ ଅଧିକ ଲୋକଙ୍କୁ ଆକୃଷ୍ଟ କରିବ ସେ ବିଷୟରେ ମତ ପ୍ରତିପୋଷଣ କରିଥିଲେ l

Exit mobile version