Site icon Awaj Media

ମହାନଦୀରେ ଗାଧୋଇବା ସମୟରେ ଭାସି ଯାଇଥିବା ପିଲାକୁ ବଂଚାଇଲେ ସାହସୀ ଯୁବକ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ମହାନଦୀରେ ଗାଧୋଇବା ସମୟରେ ଭାସି ଯାଇଥିବା ପିଲାକୁ ବଂଚାଇଲେ ସାହସୀ ଯୁବକ ! ସୂଚନା ଅନୁସାରେ ଦାରୁଠେଙ୍ଗର ୮ ଜଣ ନରାଜ ମହାନଦୀ କୁ ଗାଧୋଇବା ପାଇଁ ଆସିଥିବା ସମୟରେ ହଠାତ ଜଣେ ବୁଡି ଯାଇଥିଲେ ! ତେବେ ନଦୀ ପାଖରେ ଥିବା ସଂଜୟ ଧଳା ନାମକ ଯୁବକ ମହାନଦୀରେ ଭାସି ଯାଉଥିବା ପିଲାକୁ ଉଦ୍ଧାର କରିଥିଲେ !

Exit mobile version