Site icon Awaj Media

ଦୀର୍ଘ ବର୍ଷ ଧରି ଗଜପତି ଶିକ୍ଷା ବିଭାଗରେ ବଦଳି ହେଉନାହିଁ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଶିକ୍ଷ। ବିଭାଗ ରେ ଶିକ୍ଷକ ଶିକ୍ଷୟତ୍ରୀ ବଦଳି ହଉ ନଥିବ ଦେଖିବାକୁ ମିଳିଛି । ସରକାର ଙ୍କ ନିୟମ ଏଠାରେ କାର୍ଯ୍ୟ କରି ହଉ ନାହିଁ। ରେସ ଲା ଜେ ସନ୍ ସିଷ୍ଟମ୍ କାମ କରୁ ନାହିଁ। ଛ ।ତ୍ର ଛାତ୍ରୀ ଅନୁସାରେ ଶିକ୍ଷକ ନିଯୁକ୍ତି ରହିବ। କଥା କିନ୍ତୁ ଏଠାରେ ଅଜବ ନୀତି ଯେଁଉ ଠାରେ ଶିକ୍ଷକ ଆବଶ୍ୟକ ସେଠାରେ ଶିକ୍ଷକନଥିବ କମ ପିଲାରେ ଅଧିକ ଶିକ୍ଷ କ ଦିଆ ଯାଇଥିବା। କେବଳ ଡେ ପୁ ଟେ ସନ୍ ରେ ଚାଲିଛି ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ବଦଳି। ଏହି ବିଷୟ ନେଇ ଜିଲ୍ଲା ପରିଷଦ ବୈଠକ ରେ ଅତିରିକ୍ତ ଶିକ୍ଷ ଅଧିକାରୀ ଙ୍କୁ ଜନ ପ୍ରତିନିଧି ପ୍ରଶ୍ନ ବ।ଣ ରେ ଉତ୍ତର ଦେବାରେ ନି ରୁ ପ।ୟ । ଯଥା ଶୀଘ୍ର ବଦଳି ଜିଲ୍ଲା ପ୍ରଶାସନ କୁ ଅବ ଗତ କରାଯାଇ ସମାଧାନ କରାଯିବ କହି ଥିଲେ। ବଦଳି ବାହାରିଲେ କଳ ବଳ କୌଶଳ ରେ ସେହି ଜାଗାରେ ରହିବ। ସକାଶେ ଉଦ୍ୟମ କରନ୍ତି। ଏମାନେ ରାଜନୀତିକ ପ୍ରଭାବ ହଉ ଅନ୍ୟ କିଛି ପ୍ରଭାବ ରେ ଚାପ୍ ପକ ଇ ସେହି ଜାଗାରେ ରହି ଯାଆନ୍ତି। ଏମାନେ ଏତେ ପ୍ରଭ।ବ ଶାଳୀ ଯେ ଅଧିକାରୀ ଚେପ। ହୋଇ ଯାଆନ୍ତି ଏମ ନଙ୍କ୍ ପଛରେ ଅଦୃଶ୍ୟ ଶକ୍ତି ରହିଛି ଯେ ବଦଳି ସକାଶେ ହାତ ମାରି ପାରୁ ନାହାନ୍ତି। ଜିଲ୍ଲାର ଶିକ୍ଷ। ବେ ବ ସ୍ତା ଏପ୍ରିଏଥି ପ୍ରତି ଶିକ୍ଷ। ମନ୍ତ୍ରୀ ଶୁଭ ଦୃଷ୍ଟି ପଡ଼ିଲେ ସରକାର ଙ୍କ ନିୟମ ଅନୁସାରେ ବଦଳି ହୋଇ ପାରି ଥାନ୍ତା ଏଥି ପ୍ରତି ନୂତନ ସରକାର ଲୋକଙ୍କ ସରକାର ରେ ଏହି ଭଳି ହେଲେ ଲୋକେ ଗୁହାରି କରିବେ କାହାକୁ ବୋଲି ସମ ସ୍ତ୍ ଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି।

Exit mobile version