Site icon Awaj Media

ଜିଲ୍ଲା ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ହେଲେ କାମାକ୍ଷା ପ୍ରସାଦ ଦାଶ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଓଡିଶା ସରକାରଙ୍କ ଶିଶୁ ଓ ମହିଳା ବିକାଶ ବିଭାଗ ତରଫରୁ ଏବଂ ଶିଶୁ ଯତ୍ନ ଓ ସୁରକ୍ଷା ଅଧିନିୟମ , 2018 ର ଧାରା 9 ଅନୁସାରେ ନୟାଗଡ଼ ଜିଲ୍ଲା ଶିଶୁ କଲ୍ୟାଣ ସମିତି ର ପୁନର୍ଗଠନ କରାଯାଇଛି l ସୋହମ୍ ସଂଗଠନର ପ୍ରତିଷ୍ଠାତା ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଓ ଆଇନଜିବୀ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ ଅଧ୍ୟକ୍ଷ ରୂପେ ନିଯୁକ୍ତି ହୋଇଥିବା ବେଳେ ଏହାର ସଦସ୍ୟ ରୂପେ ସମାଜସେବୀ ସସ୍ମିତା ବାଡ଼ , ଇପ୍ସିତା ଅଗ୍ରୱାଲ, ଆଇନଜିବୀ ରୋଜାଲିନ ସାହୁ ଓ ତପସ୍ଵିନୀ ସେଠୀ ନିଯୁକ୍ତ ହୋଇଛନ୍ତି l

Exit mobile version