Site icon Awaj Media

ଅଙ୍ଗନବାଡି କର୍ମୀ ପୁନଃ ନିଯୁକ୍ତି ନେଇ ଉତ୍ତେଜନା !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦୀପ ବିଜୟଚନ୍ଦ୍ରପୁର ରେ ପୁନଃ ଅଙ୍ଗନବାଡି କର୍ମୀ ନିଯୁକ୍ତି କୁ ନେଇ ଦେଖା ଦେଇଛି ଉତ୍ତେଜନା ! ସରପଞ୍ଚ ଓ ଏସଡିପିଓ ଙ୍କ ଉପରେ ବର୍ଷିଲେ ଅଞ୍ଚଳ ବାସୀ ! କାହା ଚାପରେ ଏବଂ ପ୍ରରୋଚନାରେ ଏପରି କରାଯାଇଛି ବୋଲି ଉଠାଇଛନ୍ତି ପ୍ରଶ୍ନ !

Exit mobile version