Site icon Awaj Media

ଅଧାରେ ରହିଲା ରଜ ମଉଜ : ରାଜନୈତିକ ଉଦ୍ଦେଶ୍ୟ ପାଇଁ ଲୋକଙ୍କ ଖୁସି ମରିଗଲା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଅଧାରେ ରହିଲା ରଜ ମଉଜ , ରାଜନୈତିକ ଉଦ୍ଦେଶ୍ୟ ପାଇଁ ଲୋକଙ୍କ ଖୁସି ମରିଗଲା । ଅନୁମତି ଦେଇ ପରେ ତାହାକୁ ବାତିଲ କଲା ପ୍ରଶାସନ , ରାଜନୈତିକ ଉଦ୍ଦେଶ୍ୟ ପାଇଁ ମାରି ଦିଆଗଲା ଲୋକଙ୍କ ଖୁସି । ଅଧୁରା ରହିଲା ରଜ ପାଳନ , ଅନୁମତି ଦେଇ ଫେରାଇ ନେଲା ପ୍ରଶାସନ । ଏଭଳି କିଛି ଅଭିଯୋଗ ଆସିଛି କଟକ ସଦର ଅଞ୍ଚଳରୁ । ଯେଉଁଠି ରଜ ମହୋତ୍ସବ ପାଳନକୁ ନେଇ ନିରାଶ ହୋଇଛନ୍ତି ଲୋକେ । ତେବେ ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହୁଥିବାର କୁହାଯାଇଛି ।

Exit mobile version