Site icon Awaj Media

ପାରାଦୀପ ମତ୍ସ୍ୟ ବିଭାଗ ଓମ୍ପା ର ବଡ ନିଷ୍ପତି : ଫିସିଙ୍ଗ କୁ ଯିବେ ନାହିଁ ମାଛ ମରା ବୋଟ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦୀପ ମତ୍ସ୍ୟ ବିଭାଗ ତରଫରୁ ଫିସିଙ୍ଗ ହାରବୋରରୁ ମାଛ ମାରିବାକୁ ଯିବେ ନାହିଁ ଫିସିଙ୍ଗ ବୋଟ ! ଡିଜେଲ ଦର ବୃଦ୍ଧିକୁ ନେଇ ଆଜି ଓମ୍ଫା ପାରାଦୀପ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ଏନେଇ ସୂଚନା ଦେଇଛନ୍ତି ଓମ୍ଫା ର ସଭାପତି ! ସରକାରଙ୍କ ଡିଜେଲ୍ ଦରବୃଦ୍ଧି କୁ ନେଇ ମାଛ ମାରିବାକୁ ଯାଉଥିବା ବୋଟ ମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ! ଛ ମାସ ମାଛ ମାରି ବର୍ଷ ସାରା ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବି ମାନେ କିଭଳି ପରିବାର ପ୍ରତିପୋଷଣ କରିବେ ତାହା ଚିନ୍ତାର ବିଷୟ ପାଲଟିଥିବା ବେଳେ , ଏଥିନେଇ ମତ୍ସ୍ୟ ବିଭାଗ ତରଫରୁ ମତ୍ସ୍ୟଜୀବି ମାନଙ୍କ ଦୁର୍ଦ୍ଦଶା କୁ ଆଖି ଆଗରେ ରଖି ଏଭଳି ନିଷ୍ପତି ନେବାକୁ ବାଧ୍ୟ ହେଉଛନ୍ତି ମତ୍ସ୍ୟ ବିଭାଗ ! ସାମ୍ବାଦିକ ସମ୍ମିଳନୀ ରେ ଓମ୍ଫାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l

Exit mobile version