ଦଶପଲ୍ଲା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନବଘନ ଗୋଛି ମେମୋରିଆଲ କ୍ରିକେଟ୍ କପ୍ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ! ବିଜ୍ଞାପିତ ଅଞ୍ଚଳ ପରିଷଦ,ଦଶପଲ୍ଲା ଅନ୍ତର୍ଗତ ୱାର୍ଡ ନଂ-୧୬ ର ଖଣ୍ଡପଡ଼ା ଠାରେ ମା ମଙ୍ଗଳା କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ନବଘନ ଗୋଛି ମେମୋରିଆଲ କପ୍ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ୍ ଆୟୋଜିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ !
ନବଘନ ଗୋଛି ମେମୋରିଆଲ କ୍ରିକେଟ୍ କପ୍ ଟୁର୍ନାମେଣ୍ଟ !!!

