Site icon Awaj Media

କୋରାପୁଟ ରେ ପୋଲସ ପୋଲିଓ ଟୀକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ରେ ପୋଲସ ପୋଲିଓ ଟୀକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ l ଗାନ୍ଧୀ ନଗର ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଜନ୍ମ ରୁ ପାଞ୍ଚ ବର୍ଷ ବୟସ ର ଛୋଟ ପିଲାଙ୍କୁ ପୋଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଜିଲ୍ଲା ମୂଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼.ଦୁର୍ଗା ପ୍ରସାଦ ମହନ୍ତ ଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା ! ଜିଲ୍ଲା ର ପନ୍ଦର ଲକ୍ଷ ରୁ ଉର୍ଦ୍ଧ ପିଲା ମାନେ ଏହାଦ୍ୱାରା ଉପକୃତ ହେବେ ବୋଲି ଜଣାପଡିଛି l ପ୍ରଥମ ଦିନ ମେଡିକାଲ ସମେତ 1590 ବୁଥରେ ଏହି ଟୀକା କରଣ କରାଯାଉଥିବା ବେଳେ ଦ୍ୱତୀୟ ଦିନ ଠୁ ଘର ଘର ବୁଲି ଜିଲ୍ଲା ର 3180 ସ୍ୱାସ୍ଥ୍ୟ କର୍ମୀ ପିଲାଙ୍କୁ ଏହି ଟୀକlକରଣ କରିବେ l ଆଜି ର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ଡି ପି ଏଚ ଓ ଡ଼.ମୁକ୍ତିକାନ୍ତ ଖୁଣ୍ଟିଆ , ଏଡି ପି ଏଚ ଓ ଡ଼.ସାଇ ସ୍ବରପ , ଡି ପି ଏମ ଓ ଉମେଶ ପ୍ରସାଦ ସଡ଼ଙ୍ଗୀ , ଏଡି ପି ଏଚ ଓ ହରିଶ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ l ବିଭାଗ ର ସମସ୍ତ କର୍ମଚାରୀ , ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ l

Exit mobile version