Site icon Awaj Media

ତିରିଶ ବର୍ଷ ଧରି କାମ କରୁଥିବା ଶ୍ରମିକଙ୍କ ପ୍ରତି ଅନ୍ୟାୟ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ତିରିଶ ବର୍ଷ ଧରି କାମ କରୁଥିବା ଶ୍ରମିକଙ୍କ ପ୍ରତି ଅନ୍ୟାୟ ! ନୂଆ କଣ୍ଟ୍ରାକ୍ଟ ହେବା ପରେ ବିନା କୌଣସି କାରଣରେ ଶ୍ରମିକ ମାନଙ୍କୁ କାହିଁକି କରାଗଲା ଛଟେଇ ! ନୟାଗଡ ଶ୍ରମ ବିଭାଗ ଅଧୀନରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ ପାଖାପାଖି ଷାଠିଏ ପରିବାର ! କଣ୍ଟ୍ରାକ୍ଟ ବଦଳିବା ପରେ ପୁରୁଣା ଙ୍କୁ ବାସନ୍ଦ କରି ନୂଆ ଲେବର ରଖିବା ଘଟଣାକୁ ନେଇ ଦେଖା ଦେଇଛି ଶ୍ରମିକ ଅଶାନ୍ତି ! କାମ ଯିବା ପରେ ସମସ୍ତଙ୍କର ପରିବାର ଭରଣ ପୋଷଣ କରିବା ପାଇଁ ସରକାର ଙ୍କ ପାଖରେ ଅଭିଯୋଗ କରିଛନ୍ତି ଶ୍ରମିକ !

Exit mobile version