Site icon Awaj Media

ଶ୍ମଶାନରେ ଶବଦାହ ନିମନ୍ତେ ଜ୍ଞାନଜ୍ୟୋତି ଫାଉଣ୍ଡେସନର କାଠ ଯୋଗାଣ ବ୍ୟବସ୍ଥା !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଶ୍ମଶାନରେ ଶବଦାହ ନିମନ୍ତେ ଜ୍ଞାନଜ୍ୟୋତି ଫାଉଣ୍ଡେସନର କାଠ ଯୋଗାଣ ବ୍ୟବସ୍ଥା ! କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ଏନଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଇଂ ସତ୍ୟନାରାୟଣ ସାହୁ, ଓଡ଼ଗାଁ ଏନଏସି ଭାରତୀୟ ଜନତା ପାର୍ଟି ମଣ୍ଡଳ ସଭାପତି ସଞ୍ଜୟ ସାହୁ । ଜ୍ଞାନଜ୍ୟୋତି ଫାଉଣ୍ଡେସନ ର ସଦସ୍ୟ ମାନସ ରଞ୍ଜନ ସାହୁ, ବିକାଶ ସାମନ୍ତରାୟ, ପ୍ରବୀର ନାୟକ, କାହ୍ନୁ ଚରଣ ପରିଡ଼ା, ପଞ୍ଚାନନ ଷଡ଼ଙ୍ଗୀ, ତପନ ସାମନ୍ତରାୟ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଶବ ଦାହରେ ବ୍ୟବହାର ହେଉଥିବା ଜାଳେଣି କାଠ ସ୍ୱଳ୍ପ ମୂଲ୍ୟ ରେ ଜ୍ଞାନଜ୍ୟୋତି ଫାଉଣ୍ଡେସନ ତରଫରୁ ଯୋଗାଣର ବ୍ୟବସ୍ଥା କରାଯାଇଛି ।

Exit mobile version