Site icon Awaj Media

ତାଳବସ୍ତ ସେବା ସମବାୟ ସମିତିରେ ସମ୍ପାଦକଙ୍କ ମନମାନୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଡମପଡା ବ୍ଲକ ତାଳବସ୍ତ ସେବା ସମବାୟ ସମିତିରେ ସମ୍ପାଦକଙ୍କ ମନମାନୀ ନେଇ ଆସିଛି ଅଭିଯୋଗ ! ମଣ୍ଡି ରେ ଚାଷୀ ବିକ୍ରୀ କରିବାକୁ ଥିବା ନିର୍ଦ୍ଧାରିତ ପରିମାଣର ଧାନ ଚିଠାରେ କମ ଆସୁଥିବାର ଅଭିଯୋଗ ଆସିଛି !

Exit mobile version