Site icon Awaj Media

ବର୍ଷା ଆରମ୍ଭରୁ ଅଘଟଣ : ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ବର୍ଷା ଦିନ ଆରମ୍ଭରୁ ରାଜଧାନୀ ଭୁବନେଶ୍ୱରରେ ଅଘଟଣ । ବାଣୀବିହାର ଡ୍ରେନ୍‌ରେ ଭାସି ଜଣେ ଯୁବକ ନିଖୋଜ । ପ୍ରବଳ ସ୍ରୋତରେ ସ୍ଥାନୀୟ ଜଣେ ଯୁବକ ଭାସି ଯାଇ ନିଖୋଜ ଥିବା ଜଣାପଡ଼ିଛି । ଅଗ୍ନିଶମ କର୍ମଚାରୀ ଓ ପୁଲିସ ପକ୍ଷରୁ ଖୋଜାଖୋଜି କରାଯାଉଛି ।

Exit mobile version