Site icon Awaj Media

ସମବାୟ ସପ୍ତାହ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କଣ୍ଟ୍ରାଗଡ ଅଡାସିଂ ମୌଜା ଠାରେ ସମବାୟ ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡି ଆର ସି ଏସ୍ ହରିହର ସେଠଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ନାରାୟଣପୁର ମହେନ୍ଦ୍ର ବନାଞ୍ଚଳର ରେଞ୍ଜ ଅଫିସର ଅମିତ ଶୁଭଜିତଙ୍କ ସମେତ ବହୁ ପ୍ରାଥମିକ ସମବାୟ ସମିତିର ସମ୍ପାଦକ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ! ଏହି କାର୍ଯ୍ୟକ୍ରମରେ ୱାଇ ରାମ ପ୍ରସାଦ, ବାବୁଲି ସାମଲ, ନିରଞ୍ଜନ ଗିରି , ରାଜେଶ , ଖଗେଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version