Site icon Awaj Media

ପଡିଲା ପୂର୍ଣ୍ଣଛେଦ : ଦଶ ଦଫା ଦାବି ନେଇ ଡାକ୍ତର ମାନଙ୍କ ଶାନ୍ତି ପୂର୍ଣ୍ଣ ପ୍ରତିବାଦ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପଡିଲା ପୂର୍ଣ୍ଣଛେଦ , ଦଶ ଦଫା ଦାବି ନେଇ ଡାକ୍ତର ମାନଙ୍କ ଶାନ୍ତି ପୂର୍ଣ୍ଣ ପ୍ରତିବାଦ ! ବିଶ୍ୱ ଡାକ୍ତର ଦିବସ ଠାରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପରିସରରେ ଦଶ ଦଫା ଦାବି ନେଇ ଶାନ୍ତି ପୂର୍ଣ୍ଣ ପ୍ରତିବାଦ କରୁଥିଲେ । ତେବେ ଆଜି ଉଚ୍ଚ ସ୍ତରୀୟ ଆଲୋଚନା ପରେ ଆନ୍ଦୋଳନରେ ପୂର୍ଣ୍ଣଛେଦ ପଡିଛି !

Exit mobile version