Site icon Awaj Media

ବର୍ଷା ଆଣିଲା ଚାଷୀ ମନରେ ହରସ : ଚାଷ ବାସ ପାଇଁ ହେଲାଣି ସଜବାଜ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରେ ମୌସୁମୀ ର ଲୁଚକାଳୀ ଖେଳରେ ଚାଷୀ ଚିନ୍ତାରେ ଥିଲା ! ଗଜା ମରୁଡି ହେବାର ଆଶଙ୍କାରେ ଚାଷୀ ଥିଲା ଚିନ୍ତାରେ , ଏବେ ଲଗାଣ ବର୍ଷାରେ ଚାଷୀ ମନରେ ହରସ ! ଲଘୁଚାପ ଜନିତ ବର୍ଷା ଲାଗି ରହିଛି , ଯାହା ଫଳ ରେ ଚାଷୀ କୂଳ ଚାଷ ପାଇଁ ସଜ ବାଜ ହେଲାଣି । ଆଗରୁ ତଳି ଓ ଧାନ ବୁଣିଥିଲେ , ଏବେ ବର୍ଷା କାରଣରୁ ଗଜା ସବୁ ସତେଜ ହୋଇ ଉଠିଥିବାରୁ ଚାଷୀ ଖୁସି ପ୍ରକଟ କରିଛନ୍ତି ।

Exit mobile version