Site icon Awaj Media

ନରାଜ ରେ ସେଲଫି ନେବା ବେଳେ ଘଟିଲା ଅଘଟଣ !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ଦୁଖଦ ଖବର ଯାହା ଆସୁଛି କଟକ ନରାଜରୁ ! ସେଲଫି ହେଲା କାଳ , ନରାଜ ରେ ସେଲଫି ନେବା ବେଳେ ଘଟିଲା ଅଘଟଣ ! ଯୁବପିଢ଼ି ଙ୍କୁ ଘାଇଲା କରିଛି ସେଲଫି ମାନିଆ , ଅସାବଧାନତା ରୁ ଅନେକ ଜାଗାରେ ଚାଲି ଯାଉଛି ଜୀବନ ! ବିଗତ ଦିନରେ ରେଳ ଷ୍ଟେସନ ରେ ସେଲଫି ନେଉଥିବା ବେଳେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଆଜି ନରାଜ ରେ ଘଟିଲା ଅଘଟଣ ! ସେଲଫି ହେଲା କାଳ , ନରାଜ ରେ ସେଲଫି ନେବା ବେଳେ ଘଟିଲା ଅଘଟଣ ! ମହାନଦୀରେ ବୁଡି ଯାଉଥିବା ସମୟରେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରିଛନ୍ତି !

Exit mobile version