ବର୍ଷା ପାଇଁ ସବୁ ସ୍କୁଲ ଛୁଟି ଘୋଷଣା !!! Awaj Media 3 hours ago Spread the loveକଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ଲଗାଣ ବର୍ଷା କୁ ଦୃଷ୍ଟିରେ ରଖି କଟକ ର ସମସ୍ତ ସ୍କୁଲ କୁ ସୋମବାର ଦିନ ଛୁଟି ଘୋଷଣା କରାଯାଇଛି !