Site icon Awaj Media

ଗଜପତି ରେ ନୂତନ ମତ୍ସ୍ୟ ଅଧିକାରୀ ଭାବରେ ଅରୁଣ କୁମାର ସାହୁଙ୍କ ଯୋଗଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ନୂତନ ମତ୍ସ୍ୟ ଅଧିକାରୀ ଭାବେ ଅରୁଣ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ନୂଆପଡ଼ା ରେ କାର୍ଯ୍ୟରତ ଥିଲେ , ବର୍ତ୍ତମାନ ଗଜପତି ଜିଲ୍ଲାର ଡି ଏଫ ଓ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ! ଜିଲ୍ଲାରେ ବିଭାଗ ରେ ହେଉଥିବା ବିଭିନ୍ନ ଯୋଜନା କିପରି ଚାଷୀ ଙ୍କ ପାଖରେ ପହଞ୍ଚିବା ତା ଉପରେ ଗୁରୁତ୍ବ ଦିଆଯିବ ବୋଲି ପ୍ରକାଶ କରିଛନ୍ତି !

Exit mobile version