Site icon Awaj Media

ଦୁଇ ବର୍ଷ ପରେ କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ର ମିଟିଙ୍ଗ ବସିଲା !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦୁଇ ବର୍ଷ ପରେ କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ର ମିଟିଙ୍ଗ ବସିଲା l ସ୍ଥାନୀୟ ସଦଦ୍ଭାବନା ଗୃହ ଠାରେ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ବୋର୍ଡ ର ବୈଠକ ଦୀର୍ଘ ଦୁଇ ବର୍ଷ ପରେ ବସିଥିବା ବେଳେ ଜିଲ୍ଲା ର ଜନ ପ୍ରତିନିଧି ମାନେ ଯୋଗଦେଇ ଜିଲ୍ଲା ର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ! ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାଯ୍ୟ କରିବାକୁ ସମସ୍ତେ ସହମତ ପ୍ରକାଶ କରିଥିଲେ l କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ନୂତନ ଅଧକ୍ଷ ରଘୁରାମ ମାଛ , କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ , ଜିଲ୍ଲା ପ୍ଳାନିଙ୍ଗ ଅଫିସର ସୂଯ୍ୟକାନ୍ତ ବେହେରା , ଅଫିସ ଷ୍ଟାଫ ସମସ୍ତେ ବୈଠକରେ ଉପସ୍ଥିତ ଥିବା ବେଳେ ନୂତନ ସଦସ୍ୟ ମାନଙ୍କୁ ଉପକୌଢ଼ନ ଦେଇକି ସମ୍ମାନିତ କରାଯାଇଥିଲା l

Exit mobile version