ବିଶ୍ୱନାଥ ପଣ୍ଡିତ ପାଠାଗାରର ଶୁଭ ଉଦଘାଟନ !!! Awaj Media 22 minutes ago Spread the loveକଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : କଟକ ମହାନଗର ନିଗମ ତରଫରୁ ଆଜି ବିଶ୍ୱନାଥ ପଣ୍ଡିତ ପାଠାଗାରର ଶୁଭ ଉଦଘାଟନ ହୋଇଯାଇଛି ! ଆୟୋଜିତ ଉତ୍ସବରେ କଟକର ଯୁବ ପ୍ରକାଶକ ସାଲେପୁର ପୁରଣ ଗ୍ରାମର ଶ୍ରୀ ସୌମ୍ୟ ରଞ୍ଜନ ଭୂୟାଁ ଙ୍କୁ ସମ୍ମାନୀତ କରାଗଲା !