ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ରଥ ଯାତ୍ରା ପୂର୍ବରୁ ବିଭିନ୍ନ ଦୋକାନ , ହୋଟେଲ ଯାଞ୍ଚ କରାଯାଉଛି ! ସହରର ବଡ଼ଦାଣ୍ଡ ରେ ଥିବା ବିଭିନ୍ନ ହୋଟେଲ , ଦୋକାନ ଉପରେ ଚଡ।ଉ କରାଯାଇଛି ! ଏହି ଚଢ଼ାଉ ରେ ଯୋଗଣବିଭାଗ ଓ ମାପ ଓଜନ ବିଭାଗ , ଖାଦ୍ୟ ଯାଞ୍ଚ ବିଭାଗ କର୍ମଚାରୀ ଏବଂ ଅଧିକାରୀ ସାମିଲ ଥିଲେ ! ଯେପରି ଜନସାଧାରଣ ଭଲ ଖାଦ୍ୟ ପାଇ ପାରିବେ, ସ୍ୱଚ୍ଛ ପାନୀୟ ପାଇ ପାରିବେ , ଓଜନରେ ଠକାମୀର ଶିକାର ନ ହେବେ, ସିଲଣ୍ଡର କଳାବଜାରୀ ନହେବ ତା ଉପରେ ଗୁରୁତ୍ବ ଦିଆଯାଇଛି !
ରଥ ଯାତ୍ରା ପୂର୍ବରୁ ଦୋକାନ ବଜାର ରେ ଚଢ଼ାଉ !!!

