ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା , ବଡ଼ଦାଣ୍ଡକୁ ବିଜେ କରିବେ ବଡ ଠାକୁର ! ପାରଳାଖେମୁଣ୍ଡିରେ ରଥ ଯାତ୍ରା ସକାଶେ ତିନୋଟି ରଥ ପ୍ରସ୍ତୁତ ! ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ରେ ହେଲାଣି ଭକ୍ତଙ୍କ ସମାଗମ , ବିଜେ କରିବେ ତିନି ଠାକୁର ! ପହଣ୍ଡି ପରେ ଆରମ୍ଭ ହେବ ରଥ ଟଣା ! ଝିପି ଝିପି ବର୍ଷା ସତ୍ତ୍ୱେ ଭକ୍ତଙ୍କ ସମାଗମ ହୋଇଛି ! ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ସହ ଶ୍ରଦ୍ଧାଳୁ ମାନଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି !
ପାରଳାଖେମୁଣ୍ଡି ରେ ରଥ ପଥ ପ୍ରସ୍ତୁତ : ବିଜେ କରିବେ ମହାବାହୁ !!!

