ବାଙ୍କୀ ରେ ଗଡ଼ିଲା ରଥ : ଆଗ୍ରହ ଆନନ୍ଦ ଉତ୍ସାହରେ ରଥ ଟାଣିଲେ ଶ୍ରଦ୍ଧାଳୁ !!! Awaj Media 2 hours ago Spread the loveବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପ୍ରସିଦ୍ଧ ଘୋଷଯାତ୍ରାରେ ବାଙ୍କୀ ରେ ଗଡ଼ିଲା ତିନି ରଥ ! ଆଗ୍ରହ ଆନନ୍ଦ ଏବଂ ଉତ୍ସାହରେ ରଥ ଟାଣିଲେ ଶ୍ରଦ୍ଧାଳୁ !