Site icon Awaj Media

ରଥରେ ଠାକୁରଙ୍କୁ ଦର୍ଶନ କଲେ ଭକ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ କାଲି ବାହୁଡା ଯାତ୍ରା ଅନୁଷ୍ଟିତ ହୋଇଥିଲା ! ପହଣ୍ଡି ପରେ ରଥ ରେ ଠାକୁର ଙ୍କୁ ଛେରା ପହଁରା ପରେ ରଥ ଟଣ। ହୋଇଥିଲା ! ରଥ ଟଣ। ହୋଇ ଟାଉନ ହଲ ନିକଟରେ ଅଟକି ଯାଇଥିଲା । ଆଜି ଏକାଦଶୀ ହୋଇଥିବାରୁ ରଥ ଉପରେ ତିନି ଠାକୁର ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ହରିଶୟନ ଏକ।ଦଶୀ ବା ବଡ଼ ଏକଦଶି ହୋଇଥିବାରୁ ଭକ୍ତ ଙ୍କ ସୁଅ ଛୁଟିଥିବାର ଦେଖିବାକୁ ମିଳିଛି । ପାଗ ଅନୁକାଳ ହୋଇଥିବାରୁ ଭକ୍ତ ଙ୍କ ପ୍ରବଳ ସମାଗମ ହୋଇଛି ।

 

Exit mobile version