ଏକାଦଶୀରେ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ !!! Awaj Media 2 hours ago Spread the loveଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରାଜଦାଣ୍ଡ ଠାରେ ଆଜି ବଡ଼ ଏକାଦଶୀ ରେ ଭକ୍ତ ଙ୍କୁ ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ସ୍ଥାନୀୟ କିଛି ଶ୍ରଦ୍ଧାଳୁ ଏହା ଆୟୋଜନ କରିଛନ୍ତି ।