ବାଲି ବୋଝେଇ ଟ୍ରାକ୍ଟର ରେ ଲେଖାହୋଇଛି PRESS !!! Awaj Media 1 hour ago Spread the loveମାଲକାନଗିରି ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ ମିଶ୍ର : ବାଲି ବୋଝେଇ ଟ୍ରାକ୍ଟର ରେ ପ୍ରେସ ଲେଖାଯାଇଛି ! କାଲିମେଳା ପୁଲିସ ପକ୍ଷରୁ ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ ହୋଇଥିବା ବେଳେ ସେଥିରେ ପ୍ରେସ ଲେଖା ଯାଇଥିବାର ଦେଖା ଯାଇଛି !