Site icon Awaj Media

ପଞ୍ଚାୟତ ନିର୍ବାଚନ ମାହୋଲ ରେ ବାଙ୍କୀ ରେ ଆରମ୍ଭ ହେଲାଣି ଅଙ୍କକଷା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପଞ୍ଚାୟତ ନିର୍ବାଚନ ମାହୋଲ ରେ ବାଙ୍କୀ ରେ ଆରମ୍ଭ ହେଲାଣି ଅଙ୍କକଷା ! ବାଜିଲାଣି ପଞ୍ଚାୟତ ନିର୍ବାଚନର ବିଗୁଲ , ନେତାଏ ହେଲେଣି ସଜବାଜ ! ଆଉ ମାସ କେଇଟା ପରେ ଆରମ୍ଭ ହେବ କସରତ ! ରାଜ୍ୟ ରାଜଧାନୀରେ ଆରମ୍ଭ ହେଲାଣି ଗଣିତ , କାହାକୁ ମିଳିବ କୋଉ ଦାୟିତ୍ୱ ! ସେପଟେ ଗାଁ ମୁଣ୍ଡ ଚା ଖଟିରେ ହେଲାଣି ଆଲୋଚନା ! ଆସନ୍ତୁ – ଭୋଟ ମାଗିବାକୁ , ନୂଆ କୁ ପଚାରହେବ କରିବ କଣ , ଆଉ ପୁରୁଣା କୁ ପଚରାଯିବ କରିଛ କଣ !

Exit mobile version