Site icon Awaj Media

ଧର୍ମ ପରାୟଣ ମହିଳାଙ୍କ ଦେହାନ୍ତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚକାପଦା ଗ୍ରାମର ଜଣେ ପରୋପକାରୀ ଧର୍ମପରାୟଣ ମହିଳା ଜହ୍ନ ପ୍ରଧାନ ୮୦ବର୍ଷ ବଯସରେ ଇହଲୀଳା ସମ୍ବରଣ କରିଛନ୍ତି । ଜୀବନର ଶେଷ ସମୟରେ ତାଙ୍କ ନିକଟରେ ଦୁଇ ପୁଅ ଓ ତିନି ଝିଅ ଓ ସମସ୍ତ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ମର ଶରୀରକୁ ଗ୍ରାମ ପରିଭ୍ରମଣ କରିସାରିବା ପରେ ପୁରୀ ସ୍ୱର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ବଡପୁତ୍ର ରଘୁ ପ୍ରଧାନ, ସାନ ପୁତ୍ର ଫଗୁ ପ୍ରଧାନ ଓ ନାତି ରାକେଶ ରୋଶନ ପ୍ରଧାନ ମୁଖାଗ୍ନି ପ୍ରଦାନ କରିଥିଲେ ।

Exit mobile version