Site icon Awaj Media

ପାରଳାଖେମୁଣ୍ଡି ଆପ୍ କାର୍ଯ୍ୟାଳୟରେ 80 ତମ ସ୍ୱାଧୀନତା ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ଆପ ର ଜିଲ୍ଲା କାର୍ଯ୍ୟାଳୟ ରେ 80 ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜସାମନ୍ତ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଜ୍ଞାରାଣି ଦଣ୍ଡସେନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ମହିଳା ସଭାନେତ୍ରୀ ଶୈଳବାଳା ପଣ୍ଡା, ଜିଲ୍ଲା ଯୁବ ସଭାପତି ମାଣ୍ଡଲା ବିଜୟ କୁମାର, କିଶୋର ଚନ୍ଦ୍ର ଗୁରୁ, ଶିବାଶିଷ ପଟନାୟକ, ତ୍ରିନାଥ ପଟ୍ଟନାୟକ, ହରପ୍ରସାଦ ସୁଆର, ଲିଙ୍ଗରାଜ ପାଣିଗ୍ରାହୀ, ଲଗୋସ ଦାସ୍ ବର୍ଦ୍ଧନ, ଉମାକାନ୍ତ ପଟ୍ଟନାୟକ, ଅନୁପ କୁମାର ସେଠୀ, ବିନୋଦ କୁମାର ବେହେରା, ଅନିଲ କୁମାର ପଣ୍ତା ଉପସ୍ଥିତ ରହି ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ଙ୍କୁ ସ୍ମରଣ କରିବା ସହ ଦେଶ ଓ ସମାଜ ପ୍ରଗତି ପାଇଁ ନିଜକୁ ସମର୍ପଣ କରିବା ନିମନ୍ତେ ଶପଥ ନେଇଥିଲେ।

 

Exit mobile version