Site icon Awaj Media

ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ୮୦ତମ ସ୍ବାଧୀନତା ଦିବସ ପାଳିତ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ସାମ୍ବାଦିକ ଭବନ ପରିସରରେ ୮୦ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି ! ସକାଳ ୮ଟା ସମୟରେ ମ୍ୟୁନିସିପାଲିଟି ଅଧକ୍ଷା ପତାକା ଉତ୍ତୋଳନ କରି ସାମ୍ବାଦିକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସ୍ୱାଧୀନତା ଦିବସ ଉପରେ ଅଭିଭାଷଣ ଦେଇଥିଲେ । ସାମ୍ବାଦିକ ଭବନ ର ସଭାପତି ବୈଦଭୂଷଣ ମହାପାତ୍ର ଏବଂ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ ହୋଇଥିଲା !

Exit mobile version