Site icon Awaj Media

ନରାଜ ମାର୍ଥାପୁର ରେ ବୁଲୁଛି ଦନ୍ତା ହାତୀ : ବନ ବିଭାଗ ବେଖବର !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ନରାଜ ମାର୍ଥାପୁର ରେ ବୁଲୁଛି ଦନ୍ତା ହାତୀ , ବନ ବିଭାଗ ବେଖବର ! କଟକ ଜିଲ୍ଲା ବାଙ୍କୀ ଡମପଡା ବନଖଣ୍ଡ ଅନ୍ତର୍ଗତ ନରାଜ ମାର୍ଥାପୁର ପଞ୍ଚାୟତରେ ପ୍ରାୟ ୧୫ ଦିନ ହେବ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳୁଛି ! ଗତ ୧୭ ତାରିଖରେ ମାର୍ଥାପୁର ରେ ଥିବା ମୌନି ବାବା ଆଶ୍ରମ ରେ କଦଳୀ ଗଛ ଭାଙ୍ଗିବା ସହିତ ପାଣି ଟାଙ୍କି ର ମଧ୍ୟ ପାଚେରୀ ଭାଙ୍ଗିଦେଇଛି ଦନ୍ତା ! ପ୍ରାୟ ପନ୍ଦର ଦିନ ହେଲା ଭୟରେ ବସ ବାସ କରୁଛନ୍ତି ସ୍ଥାନିୟ ବାସିନ୍ଦା , ତେବେ ବୁଝା ପଡୁନି ବାରମ୍ବାର ବନ ବିଭାଗ କୁ କହିବା ସତ୍ୱେ ଶୁଣୁ ନାହିଁ କାହିଁକି ! ଦନ୍ତାହାତୀ ଦ୍ୱାରା କିଛି ବଡ ଅଘଟଣ ଘଟିଲେ , ବନ ବିଭାଗର ଚେତା ପଶିବ ବୋଧେ !

Exit mobile version