Site icon Awaj Media

ହିନ୍ଦ ମଜଦୁର ସଭା ର ରାଜ୍ୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ସଭା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ହିନ୍ଦ ମଜଦୁର ସଭା ର ରାଜ୍ୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ସଭା ! ଅଣ ରାଜନୈତିକ ଶ୍ରମିକ ସଂଗଠନ ହିନ୍ଦ ମଜଦୁର ସଭା ର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି ! ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରୀୟ ନେତା ତଥା ଅଲ ଇଣ୍ଡିଆ ଜେନେରାଲ ସେକ୍ରେଟାରୀ ହରବଚନ ସିଂ ସିଧୁ ଏବଂ ଅଲ ଇଣ୍ଡିଆ ପ୍ରେସିଡେଣ୍ଟ ଯୋଗ ଦେଇଥିଲେ ! ଆଗାମୀ ଏକ ମାସ ମଧ୍ୟରେ ସଂଗଠନର ରାଜ୍ୟ ସମ୍ମିଳନୀ ଆୟୋଜନ ସହିତ ସମଗ୍ର ରାଜ୍ୟରେ ସାଙ୍ଗଠନିକ କାର୍ଯ୍ୟ ପ୍ରଣାଳୀକୁ ଜୋରଦାର କରାଯିବ ବୋଲି ରାଜ୍ୟ କାର୍ଯ୍ୟକର୍ତ୍ତା ପ୍ରକାଶ କରିଛନ୍ତି !

Exit mobile version