Site icon Awaj Media

ପିଏଚଡି ଶକ୍ତି କେନ୍ଦ୍ର ର ମାସିକ ବୈଠକ ଅନୁଷ୍ଠିତ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପିଏଚଡି ଶକ୍ତି କେନ୍ଦ୍ର ର ମାସିକ ବୈଠକ ଅନୁଷ୍ଠିତ l କୋରାପୁଟ ପିଏଚଡି କଲୋନୀ ସ୍ଥିତ କ୍ଳବ ଘରେ ପିଏଚଡି କଲୋନୀ ଶକ୍ତି କେନ୍ଦ୍ର ର ମାସିକ ବୈଠକ ଶକ୍ତି କେନ୍ଦ୍ର ର ପ୍ରମୁଖ ସବିତା ପଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ୱାର୍ଡ ର ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା କରାଯିବା ସହ ଆଗାମୀ ଦିନ ରେ ସଂଗଠନ କୁ କିପରି ଆହୁରି ମଜବୁତ କରାଯିବ ସେ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ! ୱାର୍ଡ ବାସୀ ଙ୍କ ବିଭିନ୍ନ ସମସ୍ୟା ଗୁଡିକ ପ୍ରମୁଖ ଙ୍କ ନିକଟରେ ଉପସ୍ଥାପନା କରିବା ଓ ଯଥା ଶ୍ରୀଘ୍ର କିପରି ସମାଧାନ ହେବ ସେଥିପ୍ରତି ସମସ୍ତେ ନିଜର ମତ ଉପସ୍ଥାପନ କରିଥିଲେ l ଶେଷରେ ସମସ୍ତେ ଦଳ ପାଇଁ ମିଳିମିଶି କାମ କରିବାକୁ ସହମତ ହୋଇଥିଲେ l ଗୀତାଞ୍ଜଳି ସାମନ୍ତରା ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version