Site icon Awaj Media

ସଂଘଶ୍ରୀ କ୍ଲବ ଆନୁକୂଲ୍ୟରେ “ବୋଲବମ ସେବା ” !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସଂଘଶ୍ରୀ କ୍ଲବ ଆନୁକୂଲ୍ୟରେ, ଗତ କାଲି ସନ୍ଧ୍ୟା ସମୟ ରେ, ବୋଲବମ ସେବା ମିଳିତ ଭାବେ ଆୟୋଜନ କରିଛନ୍ତି, ସେଣ୍ଟ୍ରାଲ ଭୁବନେଶ୍ୱର ଟିମ ଫର ସୋସିଆଲ ୱାର୍କ ଏବଂ ତେରାପନ୍ଥ ଯୁବକ ପରିଷଦ. ଏହି ଅନୁଷ୍ଠାନ ଆୟୋଜନର ମୁଖ୍ୟ ଭୂମିକାରେ ଥିଲେ – କିଶଲୟ ଘୋଷ, ଆଲୋକ ଶର୍ମା, ଧିରେନ ପୋଦ୍ଦାର, କୁଞ୍ଜ ବିହାରୀ ବେହେରା, ମାନି ପଣ୍ଡା. ଅନିରୁଧ ଦାସ, ବାସୁଦେବ ମହାରଣା, ଜିତେନ୍ଦ୍ର ବଇଦ, ସୌରଭ ବେତାଳ ଓ ବହୁ ଅନ୍ୟ ସଦୟ ବୃନ୍ଦ .ଲୋକଙ୍କ ସେବାରେ ଲିପ୍ତ ଥିବା ଏହି ଅନୁଷ୍ଠାନ ଗୁଡ଼ିକ ଏବଂ ଏହାର ସଦଦ୍ୟ ମାନଙ୍କ, ଉପକୃତ ହୋଇ ଥିବା ଲୋକଙ୍କ ଆଶୀର୍ବାଦ ଓ ଧନ୍ୟବାଦ ପ୍ରାପ୍ତ କରିବା ହି ମୁଖ୍ୟ ଉଦେଶ୍ୟ. ମଧ୍ୟମ ଭୁବନେଶ୍ୱର ଅଂଞ୍ଚଳର ବିଭିନ୍ନ ସ୍ଥାନ ରେ ବାସ କରୁଥିବା ବାସିନ୍ଦା ମାନକ ସୁଖ ଓ ଦୁଃଖର ସାଥି, ଯାହାର ଏକ ଛବି କାଲି ଦେଖିବାକୁ ମିଳିଛି. ପ୍ରାୟ 800 ରୁ ଉର୍ଧ ଭୋଲବମ ଯାତ୍ରା ରେ ଯୋଗ ଦେୟୀ ଥିବା ର ସଦସ୍ୟ ଗଣ ଓ ସାଧାରଣ ଯାତ୍ରୀ ମାଙ୍କ ହେତୁ ପ୍ରସାଦ ସେବନର ଆୟୋଜନ କରା ଯାଇଥିଲା. ସନ୍ଧ୍ୟା 4 ଟା ରୁ ଶକାଳ 4 ଟା ପର୍ଯନ୍ତ, 12 ଭଣ୍ଟା ଧରି ସେବା କାର୍ଯ୍ୟ କ୍ରମ ଚାଲିଥିଲା.ଉପକୃତ ହୋଇ ଥିବା ଲୋକଙ୍କ ପ୍ରଶଂଶା ଓ ଆଶୀର୍ବାଦ ପ୍ରାପ୍ତ କରିଥିଲେ.

Exit mobile version